ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୫ଟି ମାମଲା କ୍ୱାରେନ୍‌ଟାଇନ୍‌ ସେଣ୍ଟରରୁ ଆସିଥିବାବେଳେ ୩୦ଟି ମାମଲା ସ୍ଥାନୀୟ ବୋଲି ଜଣାପଡିଛି। ଆଜି ଚିହ୍ନଟ ହୋଇଥିବା ୧୭୫ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭ ଜଣ ଆକ୍ରାନ୍ତ ଥିବାବେଳେ ମୟୁରଭଞ୍ଜରୁ ୫ ଜଣ, ଖୋର୍ଦ୍ଧାରୁ ୨୫ ଜଣ, ସୁନ୍ଦରଗଡ଼ରୁ ୫ ଜଣ, କଟକରୁ ୩ ଜଣ, ଜଗତସିଂହପୁରରୁ ୭ ଜଣ, ଝାରସୁଗୁଡ଼ାରୁ ଜଣେ, … Continue reading ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ